ରାଜ୍ୟ

ଅକ୍ଟୋବରରେ ଅଧିକ ତାତି

ସ୍ବାଭାବିକ ବର୍ଷାରେ ଚଳିତ ବର୍ଷର ଚାରିମାସିଆ ମୌସୁମୀ ଋତୁର ଆଜି ଅନ୍ତ ଘଟିଛି। ଏହି ଚାରି ମାସରେ ପୂରା ଦେଶରେ ସର୍ବମୋଟ ୮୨୦ ମିମି ବର୍ଷା (ସ୍ବାଭାବିକ ବର୍ଷା ୮୬୮.୬ ମିମିଠାରୁ ଅଳ୍ପ କମ୍ ) ରେକର୍ଡ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଏଥିସହ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି।ହେଲେ ପାଣିପାଗ ବିଜ୍ଞାନୀ ଯେଉଁ ଆତଙ୍କଜନକ ଚିତ୍ର ରଖିଛନ୍ତି, ତାହା ହେଲା- ଅକ୍ଟୋବର ମାସରେ କମ୍‌ ବର୍ଷା ହେବ, ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button