କରୋନା
କରୋନାର ନୂଆ ଭାରିଆଣ୍ଟ
ବିଶ୍ବର ବିଭିନ୍ନ ଭାଗରେ କରୋନା ଭୂତାଣୁର କିଛି ନୂଆ ପ୍ରତିରୂପ ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଥିନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସାଂପ୍ରତିକ କରୋନା ସ୍ଥିତି ଉପରେ ସମୀକ୍ଷା କରାଯାଇ ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।