ଖେଳ ଖବର

ଗୋଟିଏ ମ୍ୟାଚରେ ଟି-୨୦ର ସବୁ ରେକର୍ଡ

କ୍ରିକେଟରେ କୌଣସି ରେକର୍ଡ ଯେ ଦୀର୍ଘସ୍ଥାୟୀ ନୁହେଁ ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏସୀୟ କ୍ରୀଡାରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ ମ୍ୟାଚରେ ଠିଆ ହୋଇଛି ଅନେକ ରେକର୍ଡ । ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ, ସର୍ବାଧିକ ଦଳୀୟ ସ୍କୋର, ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ, ସବୁ ରେକର୍ଡ ହୋଇଛି ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ।

Related Articles

Leave a Reply

Your email address will not be published. Required fields are marked *

Back to top button