ଅପରାଧ

ଚଳନ୍ତା ଟ୍ରେନ୍‌ରୁ ଲୁଟ୍‌

ଚଳନ୍ତା ଟ୍ରେନ୍‌ରେ ଲୁଟପାଟ୍ । ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସରେ ଯାତ୍ରୀଙ୍କ ଠାରୁ ଲୁଟ୍‌ପାଟ୍ ଅଭିଯୋଗ ହୋଇଛି । ଝାଡ଼ଖଣ୍ଡର ଲାତେହାର ଓ ଡାଲଟନଗଞ୍ଜ ଷ୍ଟେସନ ମଝିରେ ଲୁଟପାଟ୍ ହୋଇଥିବା ସୂଚନା ମିଳିଛି । ଏସ୍‌-୯ବଗିରେ ଯାତ୍ରୀଙ୍କୁ ନିସ୍ତୁକ ପିଟି ଲୁଟିନେଇଛନ୍ତି ଦୁର୍ବୃତ୍ତ । ହାଲଟନଗଞ୍ଜ ଷ୍ଟେସନରେ ଟ୍ରେନ ପହଂଚିବା ପରେ ଯାତ୍ରୀମାନେ ହଙ୍ଗାମା କରିଥିଲେ ।ଏଥିପାଇଁ ଡାଲଟନଗଞ୍ଜ ଷ୍ଟେସନରେ ୨ ଘଣ୍ଟା ଯାଏଁ ଅଟକିଥିଲା ଟ୍ରେନ୍ । ଯାହାଫଳରେ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା ।ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଏଭଳି ଅନେକ ଘଟଣା ଘଟୁଥିଲେ ସୁଦ୍ଧା । ଏଥିପ୍ରତି ଯାତ୍ରୀମାନେ ନିଜେ ସଜାଗ ହେବା ଜରୁରୀ ହୋଇପଡିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button