ସବୁଆଡେ ଧୂମଧାମରେ ପାଳିତ ହେଲା ହୋଳି।ଦୋଳପୂର୍ଣିମା ଦିନ ବିଭିନ୍ନ ସ୍ଥାନରେ ରଥାରୁଢ ରାଧା କଷ୍ଣ ଖୋଳ ଶଂଖ ଘଂଟ କିର୍ତ୍ତନ ସହିତ ନଗର ପରିକ୍ରମା କରିଛନ୍ତି ।ଆଉ ହୋଳିକା ଦହନ କରାଯାଇଛି ।ତାପରେ ଆଜି ରଂଗର ପର୍ବ ଭାଇଚାରାର ବାର୍ତ୍ତାନେଇ ମହାଧୂମଧାମରେ ପାଳିତ ହୋଇଯାଇଛି । କେଉଁଠି ଭକ୍ତିପୂର୍ଣ ପରିବେଶରେ ହୋଳି ପାଳିତ ହୋଇଛିତ ଆଉ କେଉଁଠି ମସ୍ତିରେ । କେଉଁଠି ଜଜ୍ଞ ଅନୁଷ୍ଠିତ ତ ଆଉ କେଉଁଠି ଭୋଜିଭାତ । ତାଲପାଲି ଠାରେ ଖୋଳ କରତାଳ ସହିତ ଦୁଇଟି ପିଳାଙ୍କୁ ରାଧାକୃଷ୍ଣ କରି ନଗର ପରିକ୍ରମା କରାଯାଇଥିଲା । ଲୋକେ କଳସ ସ୍ଥପନକରି ପାଦପ୍ରକ୍ଷାଳନ କରିଥିଲେ । ସେହିପରି ଖୁଣ୍ଟପାଳି ସମେତ ବିଭିନ୍ନ ଗ୍ରାମରେ ଡିଜେରେ ମସ୍ତି ପୂର୍ବକ ନଗର ପରିକ୍ରମା କରିଥିଲେ।
Subscribe to our mailing list to get the new updates!
Related Articles
ଅଘୋରୀ ନୃତ୍ୟ ଦେଖିବା ପାଇଁ ଜନସମୁଦ୍ରର ଭିଡ଼
April 2, 2024
ରେଙ୍ଗାଳିରେ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ
April 2, 2024
ଠିକାଦାର ଚଳୁ କରିବାରେ ବ୍ୟସ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
April 1, 2024
ପୋଲିସ କମିଶନର ଇଲେକ୍ସନ ରିଭ୍ୟୁ ମିଟିଂ
April 1, 2024