ଅନ୍ତର୍ଜାତୀୟରାଜନୀତି

ପୁଟିନଙ୍କ ବଡ ଦାବି, ୟୁକ୍ରେନର ଯେଉଁ ଅଞ୍ଚଳକୁ କବଜା କରିଛି ରୁଷଇଆ ତାହା ମସ୍କୋରେ ମିଶିବାକୁ ଚାହୁଁଛି

ମସ୍କୋ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର କହିଛନ୍ତି ଯେ ରୁଷ ଦ୍ୱାରା ଅଧିକୃତ ୟୁକ୍ରେନ ଅଞ୍ଚଳର ଲୋକମାନେ ରୁଷିଆ ସହିତ ମିଶିବାକୁ ଚାହୁଁଛନ୍ତି। ସମ୍ପ୍ରତି ସ୍ଥାନୀୟ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି। ଗତ ବର୍ଷ ଏହି ଅଞ୍ଚଳରେ ଅନୁଷ୍ଠିତ ଜନମତକୁ ପୁଟିନ ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ପାଶ୍ଚାତ୍ୟ ଦେଶମାନେ ଏହି ଉପନିର୍ବାଚନକୁ ବେଆଇନ ଘୋଷଣା କରିଥିଲେ।

ରୁଷିଆ ୟୁକ୍ରେନର ଚାରୋଟି କ୍ଷେତ୍ରକୁ ଦେଶର ଏକ ଅଂଶ କରିବ ବୋଲି ପୁଟିନ ଘୋଷଣା କରିବାର ଏକ ବର୍ଷ ପୂରଣ ହେବାପରେ ରାଷ୍ଟ୍ରପତି ପୁଟିନ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button