ବିଶେଷ
Trending

ପୋଲିସ କମିଶନର ଇଲେକ୍ସନ ରିଭ୍ୟୁ ମିଟିଂ

କଟକ ଲୋକ ସଭା ସଂସଦୀୟ କ୍ଷେତ୍ର ରେ ଆସୁଥିବା ସାତଟି ନିର୍ବାଚନ ମଣ୍ଡଳୀ ରେ ମତଦାନ ପକ୍ରିୟା କୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ କମିଶନରେଟ ପୋଲିସ କରିଛି ସ୍ୱତନ୍ତ୍ର ଯୋଜନା l ଆଜି ଏହାର ଖୁଲାସା କରିଛନ୍ତି ପୋଲିସ କମିଶନର ,ଚଢ଼ାଉ ଅଭିଯାନ ମାଧ୍ୟମ ରେ ଅପରାଧୀ କୁ ଧରିବା ସହିତ ଗୁଳି ବନ୍ଧୁକ, ନିଶା ସାମଗ୍ରୀ ଜବତ ଉପରେ ପୋଲିସ ଦେଉଛି ପ୍ରାଥମିକତା, କେନ୍ଦ୍ରୀୟ ଅର୍ଦ୍ଧ ସମରିକ ବଳ ସହିତ କମିଶନରେଟ ପୋଲିସ ର ସମସ୍ତ ଅଧିକାରୀ ଙ୍କ ପ୍ରତ୍ୟେକ୍ଷ ଉପସ୍ଥିତି ରେ ନିର୍ବାଚନ ପକ୍ରିୟା କୁ ସଫଳ କରାଯିବ ବୋଲି ସେ କହିଛନ୍ତି କମିଶନର ସଂଜୀବ ପଣ୍ଡା l

Related Articles

Leave a Reply

Your email address will not be published. Required fields are marked *

Back to top button