ବିଶେଷ
Trending

ମାର୍ଚ୍ଚ ତିରିଶିରେ ଜଗତସିଂହପୁର ଜ଼ିଲ୍ଲା ଓକିଲ ସଂଘ ନିର୍ବାଚନ

ଓଡ଼ିଶା ରାଜ୍ୟ ଆଇନଜୀବି ପରିଷଦ ନିର୍ଦ୍ଦେଶନାମା ଅନୁସାରେ ସାରା ରାଜ୍ୟରେ ସମସ୍ତ ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଜଗତସିଂହପୁର
ଜିଲ୍ଲା ଓକିଲ ସଂଘ ସଭାପତି ପ୍ରାଥୀ ନିମନ୍ତେ ବରିଷ୍ଠ ଆଇନଜୀବି ରବିନ୍ଦ୍ରନାଥ ମହାନ୍ତି | ସୁଭାଷ ଭୂଷଣ ମହାପାତ୍ର | ସୁରପ୍ରସାଦ ବାରିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |
ତିନି ଆଇନୀଜୀବୀ ଙ୍କ ମଧ୍ୟ୍ୟ ରେ ତ୍ରିମୁଖୀ ଲଢେଇ ଜୋରଦାର ହେବାର ସମ୍ଭାବନା ଦେଖାଦେଇଛି | ସମସ୍ତ ପ୍ରାଥୀ ସେମାନଙ୍କ ସପକ୍ଷ ରେ ଭୋଟ ହାତେଇ ବାକୁ କ୍ୟାପନିଙ୍ଗ ଜୋରଦାର ଚଳାଇଛନ୍ତି | ଜଗତସିଂହପୁର ଜ଼ିଲ୍ଲା ଆଇନୀଜୀବି ସଂଘ ର ମୋଟ 367 ଜଣ ସଭ୍ୟ, ସଭ୍ୟା ଜଗତସିଂହପୁର ଜ଼ିଲ୍ଲା ଆଇନୀଜୀବି ସଂଘ ନିର୍ବାଚନ ରେ ସେମାନଙ୍କ ପ୍ରାଥୀ ସପକ୍ଷ ରେ ମତଦାନ ସାବ୍ୟସ୍ତ କରିବେ | ଜିଲ୍ଲା ଓକିଲ ସଂଘ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବି ଶ୍ରୀକାନ୍ତ ନନ୍ଦ | ସଲିଲ୍ କୁମାର ଘୋଷ୍ | ଯଦୁମଣି ବିଶ୍ବାଳ | ଅନନ୍ତ ଚରଣ ପରିଡା | ଚନ୍ଦ୍ର ଶେଖର ନାୟକ | ସେଖ୍ ଖୁର୍ସିଦ୍ ଅଲ୍ଲୀ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button