ଓଡ଼ିଶାପର୍ଯ୍ୟଟନ

ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ

ପୁରୀ : ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି । ବେଳାଭୂମିକୁ ସ୍ବଚ୍ଛ ନିର୍ମଳ ଆବର୍ଜନା ମୁକ୍ତ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି । ସକାଳ ୫ଟା ୩୦ରୁ ବେଳାଭୂମି ସଫେଇ ଚାଲିଛି ।

ସେହିପରି ବିଚ୍ ଯୋଗ, ଭଲିବଲ, କୁଇଜ୍ , ଫନି ଗେମ୍ସ , ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଯୋଜନ କରାଯାଇଛି । ମାସର ପ୍ରଥମ ଓ ଶେଷ ରବିବାର ଏହି କାର୍ଯ୍ୟକ୍ରମ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button